୨୦୧୧ ଜନଗଣନା ଅନୁଯାୟୀ ଜିଲ୍ଲାର ମୋଟ ଜନସଂଖ୍ୟା ୧୨୭୩୮୨୧ ଅଟେ
- ପୁରୁଷ – ୬୫୫୭୧୮
- ମହିଳା – ୬୧୮୧୦୩
- ଅନୁସୂଚିତ ଜାତି – ୨୩୯୫୫୨
- ଅନୁସୂଚିତ ଜନଜାତି – ୧୭୯୬୦୩)
| ବିବରଣୀ | ସଂଖ୍ୟା | ବିବରଣୀ | ସଂଖ୍ୟା |
|---|---|---|---|
| ଆୟତନ | ୬୩୭୫ ବର୍ଗ କି. ମି | ଜଙ୍ଗଲ ଜମି | ୨୭୧୬.୮୨ ବର୍ଗ କି. ମି |
| ଉପଖଣ୍ଡ ସଂଖ୍ୟା | ୪ | ତହସିଲ | ୮ |
| ପଞ୍ଚାଯତ ସମିତି କାର୍ଯ୍ୟ।ଳୟ ସଂଖ୍ୟା | ୮ | ଗ୍ରାମ ପଞ୍ଚାୟତ | ୨୨୫ |
| ପୌରପରିଷଦ ସଂଖ୍ୟା | ୨ | ବିଜ୍ଞାପିତ ଅଞ୍ଚଳ ପରିଷଦ | ୧ |
| ପୋଲିସ ଷ୍ଟେସନ | ୨୩ | ରାଜସ୍ୱ ଗ୍ରାମ ସଂଖ୍ୟା | ୧୯୩୦ |