ବର୍ଗ : ସଂସ୍କୃତି ଓ ଐତିହ୍ୟ
ହିଙ୍ଗୁଳା ଠାକୁରାଣୀ
ହିଙ୍ଗୁଳ। ଠାକୁରାଣୀଙ୍କର ଏହି ପବିତ୍ର ପୀଠ । ଶିମଡା ନଦୀର ତଟରେ ଏବଂ ତାଳଚେରର ପଶ୍ଚିମରେ ଅନୁଗୋଳ ଜିଲ୍ଲାରେ ଅବସ୍ତିତ । ଆସାମର ଜ୍ଵ।ଳାମୁଖୀ ନାମରେ ଏକ ତୀର୍ଥାସ୍ଥାନ ଅଛି । ଯେଉଁଠାରେ ଦେବୀ ହିଙ୍ଗୁଳ।, ହିଙ୍ଗୁଳେଈ ବା ହିଙ୍ଗୁଳାକ୍ଷୀ ନାମରେ ପୂଜା ପାଉଅଛି । ସେଥିପାଇଁ ତାଳଚେରର ଗୋପାଳପ୍ରସାଦ ଗ୍ରାମରେ ପୂଜା ପାଉଥିବା ଦେବୀଙ୍କର ନାମ ହିଙ୍ଗୁଳ। ଯାହା ଅଗ୍ନିର ଅନ୍ୟନ।ମ ଅଟେ । ଭ।ରତ ବାହାରେ କରାଚି ଓ କାବୁଲ ଠାରେ ମଧ୍ୟ ଦେବୀ ହିଙ୍ଗୁଳ।ଙ୍କର ପୀଠ ମାନ ଅଛି । ଖୋର୍ଦ୍ଧାର ଖାଇପଦର ଭଳି ଏଠାରେ ମଧ୍ୟ ଦେବୀ ଉଭୟ ହିନ୍ଦୁ ଓ ମୁସଲମାନ ଙ୍କ ଦ୍ଵାରା ପୂଜା ପାଆନ୍ତି ।
ବିମାନ ମାର୍ଗରେ
ନିକଟତମ ବିମାନ ବନ୍ଦର - ଭୁବେନେଶ୍ଵର ବିମାନ ବନ୍ଦର
ସଡ଼କ ପଥରେ
ତାଳଚେର ଠାରୁ ୨୦ କି.ମି. ଦୂରତ୍ବରେ ଏହା ଅବସ୍ଥିତ ।
ରେଳଗାଡ଼ିରେ
ନିକଟତମ ରେଳ ଷ୍ଟେସନ - ତାଳଚେର କିମ୍ବା ତାଳଚେର ରୋଡ ଷ୍ଟେସନ